ରାଜଧାନୀରେ ବିଚିତ୍ର ସପ୍ତାହାନ୍ତ ସଟଡାଉନ୍: ନାଁ’କୁ ମାତ୍ର ପୁଲିସ ପଇଁତରା

ଚନ୍ଦ୍ରଶେଖରପୁର : କରୋନା କଟକଣା ପାଇଁ ଶନିବାର ଓ ରବିବାର ଦୁଇଦିନ ସପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ହୋଇଛି। କିନ୍ତୁ ଖୋଦ୍‌ ରାଜଧାନୀରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ସାଲିଆସାହି ବାଜପେୟୀନଗରରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଚାଲିଛି। ବଡ଼ କଥା ହେଉଛି, ଭିଡ଼ ଭିତରେ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପୁଲିସ ପିସିଆର୍‌ ହାଲୁକା ଭା‌ବେ ପଇଁତରା ମାରି ଫେରି ଯାଉଛି। ରାସ୍ତାଘାଟରେ ପୁଲିସ ଅମାନିଆ ନାଁରେ ଲୋକଙ୍କୁ ଜୁଲମ କରୁଥିବା ବେଳେ ଶହଶହ … Continue reading ରାଜଧାନୀରେ ବିଚିତ୍ର ସପ୍ତାହାନ୍ତ ସଟଡାଉନ୍: ନାଁ’କୁ ମାତ୍ର ପୁଲିସ ପଇଁତରା